ନବରାତ୍ରୀରେ ତୁଳସୀଙ୍କ ଏହି ଉପାୟ ଭାଗ୍ୟ ଚମକାଇବ..

ନବରାତ୍ରୀ ସମୟରେ ଏଭଳି କିଛି ବିଶେଷ ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ଧନସମ୍ପତ୍ତି ବୃଦ୍ଧି ଓ ମା’ଙ୍କ ବିଶେଷ କୃପା ରହିଥାଏ। ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ନବରାତ୍ରୀର ଆରମ୍ଭ ଏପ୍ରିଲ ୯ ମଙ୍ଗଳବାରରୁ ଆରମ୍ଭ ହୋଇ ସାରିଛି। ନବରାତ୍ରୀରେ ମା’ଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ। ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ଆରାଧନା ସହ ତୁଳସୀଙ୍କର ଉପାସନା କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ନବରାତ୍ରୀର ନଅ … Continue reading ନବରାତ୍ରୀରେ ତୁଳସୀଙ୍କ ଏହି ଉପାୟ ଭାଗ୍ୟ ଚମକାଇବ..