www.samajalive.in
Sunday, December 7, 2025
23.1 C
Bhubaneswar

ନବରାତ୍ରୀରେ ତୁଳସୀଙ୍କ ଏହି ଉପାୟ ଭାଗ୍ୟ ଚମକାଇବ..

ନବରାତ୍ରୀ ସମୟରେ ଏଭଳି କିଛି ବିଶେଷ ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ଧନସମ୍ପତ୍ତି ବୃଦ୍ଧି ଓ ମା’ଙ୍କ ବିଶେଷ କୃପା ରହିଥାଏ। ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ନବରାତ୍ରୀର ଆରମ୍ଭ ଏପ୍ରିଲ ୯ ମଙ୍ଗଳବାରରୁ ଆରମ୍ଭ ହୋଇ ସାରିଛି।
ନବରାତ୍ରୀରେ ମା’ଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ। ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ଆରାଧନା ସହ ତୁଳସୀଙ୍କର ଉପାସନା କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ନବରାତ୍ରୀର ନଅ ଦିନରେ ତୁଳସୀଙ୍କ ଜଟା ସହ ଜଡିତ କିଛି ଉପାୟ କରିବା ଅତ୍ୟନ୍ତ ଶୁଭଙ୍କର। ଜାଣନ୍ତୁ..

କେଉଁ ସମୟରେ ହନୁମାନ ଚାଳିଶା ପାଠ କଲେ ମିଳେ କି ଲାଭ..

- Advertisement -

ଘରେ ତୁଳସୀ ବୃକ୍ଷ ନଥିଲେ ନବରାତ୍ରୀର ଶୁଭ ଅବସରରେ ଘରକୁ ତୁଳସୀ ବୃକ୍ଷ ନିଶ୍ଚୟ ଆଣନ୍ତୁ। ତୁଳସୀଙ୍କୁ ଘରର ଐଶାନ୍ୟ କୋଣରେ ସ୍ଥାପନ କରନ୍ତୁ।
ନବରାତ୍ରୀରେ ମା’ ଦୁର୍ଗାଙ୍କ ନିକଟରେ ଦୀପ ଲଗାଇବା ପରେ ତୁଳସୀଙ୍କ ନିକଟରେ ମଧ୍ୟ ଘିଅର ଦୀପ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

ନବରାତ୍ରୀରେ ଘରର ମୁଖ୍ୟ ଦ୍ୱାରରେ ତୁଳସୀ ଗଛର ଚେର ଓ ଜଟା ନିଶ୍ଚୟ ବାନ୍ଧି ରଖନ୍ତୁ।
ନବରାତ୍ରୀ ସମୟରେ ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ। ଟଙ୍କା ଅଭାବ ଦୂର ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories