ନବୀନଙ୍କ ହସ୍ତକ୍ଷେପ ; ଓଡିଶାରେ ପହଞ୍ଚିଲା ଆଳୁ ଟ୍ରକ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି। ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଓଡିଶାରେ ଆଳୁ ଟ୍ରକ ଶନିବାର ପହଞ୍ଚିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପରେ ଆଳୁ ଗାଡ଼ି ଛାଡ଼ିଛି ପଶ୍ଚିମବଙ୍ଗ, ନବୀନଙ୍କ ଚିଠିର ପ୍ରଭାବ ପଡ଼ିଛି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଳୁ … Continue reading ନବୀନଙ୍କ ହସ୍ତକ୍ଷେପ ; ଓଡିଶାରେ ପହଞ୍ଚିଲା ଆଳୁ ଟ୍ରକ