ଗେଲ ଖେଳିବା ପସନ୍ଦ ନ ଥିଲା ବୋଲି ଶଳାକୁ କାମୁଡିଲେ ଭିଣୋଇ

ଡେସ୍କ: ଶଳା-ଭିଣୋଇ ସମ୍ପର୍କ କିଭଳି, ତାହା ସମସ୍ତଙ୍କୁ ଜଣା ଏବଂ ଏହି ସମ୍ପର୍କକୁ ମଜାଳିଆ ସମ୍ପର୍କ ବୋଲି ମଧ୍ୟ ବିବେଚନା କରାଯାଇଥାଏ। କିନ୍ତୁ ବିହାରର ଆରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶଳା ଗେଲ ଖେଳିବାରୁ କ୍ରୋଧିତ ଭିଣୋଇ ତାଙ୍କୁ ଦାନ୍ତରେ କାମୁଡ଼ି ଦେଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଚଳିତ ବର୍ଷ ଏପ୍ରିଲ ୮ରେ ଏହି … Continue reading ଗେଲ ଖେଳିବା ପସନ୍ଦ ନ ଥିଲା ବୋଲି ଶଳାକୁ କାମୁଡିଲେ ଭିଣୋଇ