ଘରର ଚଉଡା ମାତ୍ର ୧ ମିଟର: ଭିଡିଓ ଦେଖିଲେ ବିଶ୍ବାସ କରିହେବନି…

ନୂଆଦିଲ୍ଲୀ: ଫ୍ରାନ୍ସର ଲେ ହାୱରେ ସହରରେ ଏକ ନିଆରା ଘର ରହିଛି । ଯାହାର ନାମ ନାରୋ ହାଉସ୍। ଏହି ଘରଟିର ଚଉଡା ମାତ୍ର ଏକ ମିଟର। ଯାହା ଭିତରେ ଆପଣମାନଙ୍କୁ ଏକ ଛୋଟ ଜାଗାରେ ପୁରା ଦୁନିଆ ଥିବାର ଅନୁଭବ ହେବ । ଏତେ ଛୋଟ ଜାଗାରେ ମଣିଷ ଆବଶ୍ୟକ କରୁଥିବା ସବୁ ଜିନିଷ ଆପଣଙ୍କୁ ଦେଖିବାକୁ ମିଳିବ । ଯାହାକୁ ଦେଖିଲେ ବିଶ୍ବାସ କରିହେବନାହିଁ।  ଯାହାର ଭିଡିଓ ବର୍ତ୍ତମାନ୍ ଖୁବ୍ ଭାଇରାଲ ହେବାରେ ଲାଗିଛି। … Continue reading ଘରର ଚଉଡା ମାତ୍ର ୧ ମିଟର: ଭିଡିଓ ଦେଖିଲେ ବିଶ୍ବାସ କରିହେବନି…