ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..

ନୂଆଦିଲ୍ଲୀ : କେରଳରେ ଏକ ବିଶେଷ ପ୍ରକାର ସଂକ୍ରମଣ କାରଣରୁ ଜଣେ ୫ ବର୍ଷ ନାବାଳିକାର ଜୀବନ ଚାଲି ଯାଇଥିଲା। ସେ ପ୍ରାଥମିକ ଏମୋବିକ୍ ମେନିଙ୍ଗୋଏନ୍ସଫାଲାଇଟିସ୍ (PAM) ପାଇଁ ଚିକିତ୍ସିତ ହେଉଥିଲେ। (Naegleria fowleri) ନାଗେଲେରିଆ ଫାଉଲେରୀ ଦ୍ୱାରା ଏହା ଏକ ବିରଳ ସଂକ୍ରମଣ, ଯାହା ‘ମସ୍ତିଷ୍କ ଖାଉଥିବା ଏମିବା’ । ଏହି ସଂକ୍ରମଣ ପୂର୍ବରୁ ଅନେକ ଲୋକଙ୍କ ଜୀବନ ନେଇ ସାରିଛି। ଏହି ମସ୍ତିଷ୍କ ଖାଉଥିବା ଏମିବା ସମସ୍ତ ମହାଦେଶରେ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, … Continue reading ମସ୍ତିଷ୍କ ଖାଉଥିବା ଏମିବା ; ଜାଣନ୍ତୁ କ’ଣ ଏହି ରୋଗ, କେମିତି ହୁଏ, ମାତ୍ର ଏତିକି ଦିନରେ ହୁଏ ମୃତ୍ୟୁ..