ଗଧ ଖୋଜିଥିଲା ୨ ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାରା ବିଶ୍ବରେ ଅନେକ ରହସ୍ୟ ଭରି ରହିଛି । ଏଥିରୁ କିଛି ରହସ୍ୟ ଏମିତି ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ସମାଜ ବୁଝିପାରୁନି । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟୀ ଦୁନିଆ ସମ୍ପର୍କରେ ଜଣାଇବୁ ଯାହାର ଖୁଲାସା ଏକ ଗଧ ଯୋଗୁଁ ହୋଇଥିଲା । ହୁଏତ ଏହାକୁ ସହଜରେ ବିଶ୍ବାସ କରିହେବନି କିନ୍ତୁ କୁହାଯାଏ କୋମ୍ ଏଲ୍ ଶୋକାଫାର ରହସ୍ୟ ଏକ ଗଧ ଯୋଗୁଁ ଖୁଲାସା ହୋଇଥିଲା । ୧୯୦୦ … Continue reading ଗଧ ଖୋଜିଥିଲା ୨ ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ