ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା

ନୂଆଦିଲ୍ଲୀ : ନାସାର ଲୁନର ରିକନ୍ସେନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି । ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି । ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଛି । ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି । ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା । ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ । କାରଣ … Continue reading ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା