ମୁମ୍ବାଇରେ ବାବା ସିଦ୍ଦିକିଙ୍କୁ ହତ୍ୟା ମାମଲାରେ ଦୁଇ ଗିରଫ

ଭୁବନେଶ୍ୱର/ମୁମ୍ବାଇ- (ସମାଜ ଡିଜିଟାଲ ଡେସ୍କ) ମୁମ୍ବାଇରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ତାଙ୍କା କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟାକରାଯାଇଛି । ଦୁଇ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ୧୫ ଦିନ ତଳେ ବାବା ସିଦ୍ଦିକିଙ୍କୁ ହତ୍ୟା ଧମକ ମିଳଥିଲା । ଏହାପରେ ତାଙ୍କୁ ଓ୍ୱାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ଶୁକ୍ରବାରରେ ନାଇନ୍‌ ଏମ୍‌ଏମ୍‌ ବନ୍ଧୁକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଲିଉଡ୍‌ ଷ୍ଟାର ସଲ୍‌ମାନ୍‌ … Continue reading ମୁମ୍ବାଇରେ ବାବା ସିଦ୍ଦିକିଙ୍କୁ ହତ୍ୟା ମାମଲାରେ ଦୁଇ ଗିରଫ