ଜାଣନ୍ତୁ ; କାହା ମଳରୁ ତିଆରି ଦୁନିଆର ସବୁଠାରୁ ମହଙ୍ଗା କଫି, ଧନୀଙ୍କ ପ୍ରଥମ ପସନ୍ଦ..

ନୂଆଦିଲ୍ଲୀ : ସୀମିତ ମାତ୍ରାରେ କଫି ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଦୁନିଆରେ ଅନେକ କଫି ପ୍ରେମୀ ରହିଛନ୍ତି । ବିଦେଶରେ ଲୋକମାନେ ବିଭିନ୍ନ ପ୍ରକାର କଫି ପିଇବାକୁ ପସନ୍ଦ କରନ୍ତି । ଦୁନିଆର ସବୁଠାରୁ ମହଙ୍ଗା କଫି କୁହାଯାଉଥିବା କୋପି ଲୁୱାକ୍‌ ଯାହାକୁ ଧନୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଏ । ଏହାକୁ ଏକ ଖାସ୍‌ ଉପାୟରେ ତିଆରି କରାଯାଏ । ଜାଣନ୍ତୁ ଏହା କେମିତି ତିଆରି ହୁଏ.. … Continue reading ଜାଣନ୍ତୁ ; କାହା ମଳରୁ ତିଆରି ଦୁନିଆର ସବୁଠାରୁ ମହଙ୍ଗା କଫି, ଧନୀଙ୍କ ପ୍ରଥମ ପସନ୍ଦ..