ବିଶାଖାପାଟଣାର ଏକ ଚିଙ୍ଗୁଡ଼ି କମ୍ପାନୀରେ ଫସିଛନ୍ତି ୨୨ ଆଦିବାସୀ ଶ୍ରମିକ 

କଳାପଥର : ଓଡ଼ିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ସନ୍ଧ୍ୟା ମେରାଇନ ପ୍ରାଏଭେଟ ଲିମିଟେଡ଼ କମ୍ପାନୀରେ କାମ କରିବାକୁ ଠିକାଦାର ଦ୍ଵାରା ଗତ ୧୦ ତାରିଖରେ ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ପଂଚାୟତର ପତନୀ ନୂଆହାଟ ନିକଟରେ ଥିବା ବାପୁଜିନଗର ଶବରସାହି, ଜଗନ୍ନାଥପୁର, ବୈଦ୍ୟେଶ୍ୱର ଗ୍ରାମର କିଛି ମହିଳା, ନାବାଳିକା ସହ ପୁରୁଷ ଶ୍ରମିକ ମିଶି ୨୨ ଜଣ କାମ କରିବାକୁ ଯାଇଥିଲେ । ସେଠାରେ ପୁରୁଷ ମାନଙ୍କୁ କାମ ଦିଆଯାଇଥିଲାବେଳେ ନାବାଳିକାମାନଙ୍କୁ ଅଲଗା ରଖିବା … Continue reading ବିଶାଖାପାଟଣାର ଏକ ଚିଙ୍ଗୁଡ଼ି କମ୍ପାନୀରେ ଫସିଛନ୍ତି ୨୨ ଆଦିବାସୀ ଶ୍ରମିକ