ବିରୋଧୀଙ୍କ ହଟ୍ଟଗୋଳ; ବର୍ଷିଲେ ବାଚସ୍ପତି, କହିଲେ ମର୍ଯ୍ୟାଦା ରକ୍ଷା କରନ୍ତୁ..

ନୂଆଦିଲ୍ଲୀ : ଲୋକସଭାରେ ସୋମବାର ମୌସୁମୀ ଅଧିବେଶନର ଷଷ୍ଠ ଦିନର କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ । ପ୍ରବଳ ହଙ୍ଗାମା ପରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଗୃହ ଚଳାଇ ଦେଉନଥିବାରୁ ବିରକ୍ତ ପ୍ରକାଶ କରିବା ସହ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଲୋକସଭାରେ ମୌସୁମୀ ଅଧିବେଶନର ଷଷ୍ଠ ଦିନର କାର୍ଯ୍ୟ ୧୧ଟାରେ ଆରମ୍ଭ ହେବା ମାତ୍ରେ ବିରୋଧୀ … Continue reading ବିରୋଧୀଙ୍କ ହଟ୍ଟଗୋଳ; ବର୍ଷିଲେ ବାଚସ୍ପତି, କହିଲେ ମର୍ଯ୍ୟାଦା ରକ୍ଷା କରନ୍ତୁ..