ଆଉ ଅଳ୍ପ ଦିନ ଗରମ; ଖୁବ୍ ଶୀଘ୍ର ମୌସୁମୀ! କିଛି ସ୍ଥାନରେ ପ୍ରବଳ ବର୍ଷିବ..

ନୂଆଦିଲ୍ଲୀ : ଦେଶରେ ତଥା ରାଜ୍ୟର ସମସ୍ତ ସ୍ଥାନରେ ଖରା, ଗରମ ବ୍ୟତିବ୍ୟସ୍ତ କରିଛି। ବର୍ଷା କାରଣରୁୁ ଆଶ୍ୱସ୍ତି ମିଳିଛି। ତେବେ ଶୀଘ୍ର ଅସହ୍ୟ ଗରମରୁ ମିଳିବ ମୁକ୍ତି। ତେବେ ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବ। ଏହାସହ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ନେଇ କୌଣସି ପୂର୍ବାନୁମାନ ଏଯାଏଁ କରାଯାଇ ନାହିଁ। ଏନେଇ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମାଟ୍ ଏନେଇ … Continue reading ଆଉ ଅଳ୍ପ ଦିନ ଗରମ; ଖୁବ୍ ଶୀଘ୍ର ମୌସୁମୀ! କିଛି ସ୍ଥାନରେ ପ୍ରବଳ ବର୍ଷିବ..