ଦେଖନ୍ତୁ ଭିଡିଓ; ମାଙ୍କଡକୁ ଆଉଁସି ଦେଉଥିଲେ ଯୁବତୀ, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ପୋଷ୍ଟ କରୁଛନ୍ତି । ଏହା ଏବେ ଏକ ବଡ ନିଶା ମଧ୍ୟ ପାଲଟିଥିବା ଦେଖାଯାଉଛି । ଭିଡିଓ କରିବା ପାଇଁ ଲୋକେ ସ୍ଥାନ କାଳ ପାତ୍ର ମଧ୍ୟ ଚିନ୍ତା କରୁ ନାହାଁନ୍ତି । ଏଭଳି ବିପଦପୂର୍ଣ୍ଣ ସ୍ଥାନ ଠାରୁ ଆରମ୍ଭ କରି ଜଙ୍ଗଲୀ ଜନ୍ତୁଙ୍କ ସହ ମଧ୍ୟ ଭିଡିଓ କରି ପୋଷ୍ଟ କରୁଥିବା ଦେଖାଯାଉଛି । ନିକଟରେ ଦ୍ରୁତ ଗତିରେ ଭାଇରାଲ୍‌ … Continue reading ଦେଖନ୍ତୁ ଭିଡିଓ; ମାଙ୍କଡକୁ ଆଉଁସି ଦେଉଥିଲେ ଯୁବତୀ, ତା’ପରେ ଯାହା ହେଲା..