ମହିଳାଙ୍କ ହାତରୁ ଫୋନ୍ ଛଡାଇନେଲା ମାଙ୍କଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଆଜି କାଲି ସାମାଜିକ ଗଣମାଧ୍ୟମରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ମଜାଳିଆ ଭିଡିଓ ହୋଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ମାଙ୍କଡର ଅଜବ କାରନାମା ଦେଖିବାକୁ ମିଳୁଛି । Monkeys in Bali have gotten so smart they’ve learnt they can steal people’s … Continue reading ମହିଳାଙ୍କ ହାତରୁ ଫୋନ୍ ଛଡାଇନେଲା ମାଙ୍କଡ, ଭିଡିଓ ଭାଇରାଲ