ମାଙ୍କଡ ଓ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ 

ଗୋପାଳପୁର : ବ୍ରହ୍ମପୁର ବନ ବିଭାଗ ଆଜି ଗୋଳାବନ୍ଦ ସ୍ଥିତ ହାତୀପାଦୁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରୁ ଏକ ମାଙ୍କଡ଼ ଓ ବଜ୍ରକାପ୍ତା ଉଦ୍ଧାର କରିଛି । ସୂଚନା ପ୍ରକାରେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜ ଆହାର କେନ୍ଦ୍ରରେ ଏକ ମାଙ୍କଡ଼ କିଛି ଦିନ ହେଲା ଗୋଠରୁ ଅଲଗା ହୋଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଥିଲା । ଯାହାଫଳରେ କୌଣସି ଛାତ୍ରଛାତ୍ରୀ ଓ କର୍ମଚାରୀ ଭୟରେ ଆହାର କେନ୍ଦ୍ରକୁ ଯାଉନଥିଲେ । ଆଜି … Continue reading ମାଙ୍କଡ ଓ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ