ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ

ସମାଜ ଡିଜିଟାଲ ଡେସ୍କ: ବୈଜ୍ଞାନିକମାନେ ସୌରମଣ୍ଡଳ ବାହାରେ ଏକ ଗ୍ରହ ଉପରୁ ରହସ୍ୟ ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଲୁହାର ବର୍ଷା ହେଉଛି। ଏହି ଗ୍ରହର ନାମ ହେଉଛି WASP-76b । ବୈଜ୍ଞାନିକଙ୍କ ମତରେ ଏହି ଗ୍ରହାର ଲୁହା ବର୍ଷା ହେବା ସହିତ ଇନ୍ଦ୍ରଧନୁ ସୃଷ୍ଟି ହେବା ଭଳି ଘଟଣା ଘଟିଥାଏ। ଯାହାକୁ ଗ୍ଲୋରୀ ନାମରେ ନାମିତ କରାଯାଇଛି। ସୌରମଣ୍ଡଳ ବାହାରେ ଦେଖାଯାଉଥିବା ଏହି ଗ୍ରହଗୁଡିକୁ ଏକ୍ସପ୍ଲାନେଟ୍‌‌ କୁହାଯାଏ। ରିପୋର୍ଟ ଅନୁସାରେ ଏହା ପୂର୍ବରୁ ସୌରମଣ୍ଡଳ ବାହାରେ ଏଭଳି … Continue reading ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ