ସ୍ମୋକ୍‌‌ ବିସ୍କୁଟ୍‌‌ କଣ? ପିଲାମାନେ ଖାଉଥିଲେ ସାବଧାନ୍‌‌

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ପିଲାମାନଙ୍କ ମଧ୍ୟରେ ସ୍ମୋକ୍‌‌ ବିସ୍କୁଟକୁ ନେଇ ଚାହିଦା ଅଧିକ ରହିଛି। ଏହାକୁ ସବୁ ବର୍ଗର ଲୋକେ ଖାଉଥିବା ବେଳେ ପିଲାମାନଙ୍କ ମଧ୍ୟରେ ଅଧିକ କ୍ରେଜ୍‌‌ ରହିଛି। ପିଲାମାନଙ୍କ ଚାହିଦାକୁ ନଜରରେ ରଖି ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରରେ ଏହି ବିସ୍କୁଟ ବିକ୍ରି ହେବାରେ ଲାଗିଛି। ଏହି ବିସ୍କୁଟକୁ ଖାଇବା ମାତ୍ରେ ପାଟିରୁ ଧୂଆଁ ବାହାରିଥାଏ। ଯାହାକୁ ଦେଖିବାକୁ ମଜା ଲାଗିଥାଏ। ହେଲେ କିଛି ଦିନ ତଳେ ଏହି ବିସ୍କୁଟକୁ ଖାଇବା ଦ୍ୱାରା … Continue reading ସ୍ମୋକ୍‌‌ ବିସ୍କୁଟ୍‌‌ କଣ? ପିଲାମାନେ ଖାଉଥିଲେ ସାବଧାନ୍‌‌