ଏଭଳି ଗାଡି ଦେଖିବା ମାତ୍ରେ ଚାଲାଣ କାଟୁଛି ପୁଲିସ, ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ : ଯେଉଁ ଗାଡିରେ କୌଣସି ପ୍ରକାର ମୋଡିଫିକେସନ ହୋଇଥାଏ ପୁଲିସ ସେସବୁର ଚାଲାଣ କାଟିଥାଏ । କହିରଖୁଛୁ ଏପରି କିଛି ନିୟମ ଅଛି ଯାହାକୁ ଭାଙ୍ଗିବା ଦ୍ବାରା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଚାଲାଣ କଟିପାରେ । ଖାଲି ସେତିକି ନୁହେଁ, ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ସହ ଅନେକ ପ୍ରକାର ଦଣ୍ଡ ନିୟମ ମଧ୍ୟ ରହିଛି । ଏଭଳି କ୍ଷେତ୍ରରେ ଯଦି ଆପଣ ନିଜ ବାଇକରେ କୌଣସି ପ୍ରକାର ମୋଡିଫିକେସନ କରାଉଛନ୍ତି … Continue reading ଏଭଳି ଗାଡି ଦେଖିବା ମାତ୍ରେ ଚାଲାଣ କାଟୁଛି ପୁଲିସ, ରୁହନ୍ତୁ ସତର୍କ…