ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା

ଡେସ୍କ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକା ଭାରତକୁ ଏକ ‘ଅସାଧାରଣ ସଫଳତାର କାହାଣୀ’ ଭାବରେ ଦେଖୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ ସହଯୋଗୀ ଦେଶକୁ ଲାଭାନ୍ବିତ କରିଛି। ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗ ଦେଇ ସଚିବ ବ୍ଲିଙ୍କେନ୍ କହିଛନ୍ତି ଯେ ଭାରତ-ଆମେରିକା ସବୁବେଳେ ଗଣତନ୍ତ୍ର ଏବଂ ମାନବିକ ଅଧିକାରର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥାନ୍ତି ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମୁତାନ ସ୍ଥରକୁ ଅଗ୍ରସର ହୋଇଛି। … Continue reading ମୋଦୀ ସରକାରଙ୍କ ନୀତି ସହଯୋଗୀ ଦେଶକୁ ଲାଭ ଦେଇଛି – ଆମେରିକା