‘ମୋ ବସ’ ହେବ ‘ଆମ ବସ୍‌‌’, ବଦଳିବ ରଙ୍ଗ!

ଡେସ୍କ: ବଦଳିପାରେ ‘ମୋ ବସ’ର ନାମ। ‘ମୋ ବସ’ର ନାଁ ବଦଳି ‘ଆମ ବସ’ ହୋଇପାରେ। ଆବଶ୍ୟକ ହେଲେ ଏ ନେଇ ଆଲୋଚନା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ‘ମୋ ବସ’ରେ ଡଃ ମହାପାତ୍ର ଯାତ୍ରା କରିଥିଲେ। ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ‘ଆମେ’ ହେଲେ ଭଲ ହେବ। ଆବଶ୍ୟକ ପଡ଼ିଲେ ବସ୍‌‌ ସଂଖ୍ୟା ବୃଦ୍ଧି … Continue reading ‘ମୋ ବସ’ ହେବ ‘ଆମ ବସ୍‌‌’, ବଦଳିବ ରଙ୍ଗ!