ଜଳଖିଆରେ ବି ଏକ ନମ୍ବର ; ଦୁନିଆର ୫୦ଟି ଶୀର୍ଷ ଖାଦ୍ୟ ତାଲିକାରେ ସ୍ଥାନରେ ପାଇଲା ଏହି ଭାରତୀୟ ଖାଦ୍ୟ

ନୂଆଦିଲ୍ଲୀ : ଭାରତର ପାରମ୍ପରିକ ଜଳଖିଆ କେବଳ ସ୍ୱାଦ ପାଇଁ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ମାନ୍ୟତା ହାସଲ ସହ ପ୍ରସିଦ୍ଧି ଲାଭ କରିଛି । ପ୍ରସିଦ୍ଧ ଖାଦ୍ୟ ଓ ଟ୍ରାଭେଲ ଗାଇଡ୍‌ ଟେଷ୍ଟ୍‌ ଆଟଲାସ୍‌ ନିକଟରେ ଜୁନ୍‌ ୨୦୨୫ରେ ନିଜର ନୂଆ ଖାଦ୍ୟ ତାଲିକା ଜାରି କରିଛି । ଏଥିରେ ଦୁନିଆର ୫୦ ଜଳଖିଆ ଖାଦ୍ୟରେ ଭାରତର ତିନିଟି ଲୋକପ୍ରିୟ ଖାଦ୍ୟ ନିଜ ସ୍ଥାନ ସୃଷ୍ଟି କରିଛି । ମହାରାଷ୍ଟ୍ରର ଚଟପଟା ମିସଲ୍‌ ପାଓ … Continue reading ଜଳଖିଆରେ ବି ଏକ ନମ୍ବର ; ଦୁନିଆର ୫୦ଟି ଶୀର୍ଷ ଖାଦ୍ୟ ତାଲିକାରେ ସ୍ଥାନରେ ପାଇଲା ଏହି ଭାରତୀୟ ଖାଦ୍ୟ