୨୦୫୫ରେ ପୃଥିବୀ ଦେଇ ଗତି କରିବ ମିନି ମୁନ୍

ଡେସ୍କ: ଗତ ସେପ୍ଟେମ୍ବର ୨୯ରେ ପୃଥିବୀ ଦେଇ ଅତିକ୍ରମ କରିଥିବା ମିନି ମୁନ୍ ପୁଣି ୨୦୫୫ ମସିହାରେ ପୃଥିବୀ ଦେଇ ଗତି କରିବ ବୋଲି ଜଣାପଡିଛି। ଏହି ‘ମିନି ମୁନ୍’ ବାସ୍ତବରେ ‘୨୦୨୪ ପିଟି୫’ ନାମକ ଏକ ଗ୍ରହାଣୁ, ଯାହାର ଆକାର ଏକ ସ୍କୁଲ ବସ୍ ଭଳି। ତେବେ ଏହି ଗ୍ରହାଣୁ ପୃଥିବୀ ଚାରିପଟେ ମାତ୍ର ୫୭ ଦିନ ପରିକ୍ରମା କରିବ ଓ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଏହି ଗ୍ରହାଣୁ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରି … Continue reading ୨୦୫୫ରେ ପୃଥିବୀ ଦେଇ ଗତି କରିବ ମିନି ମୁନ୍