ପୁରୁଷଙ୍କ ବନ୍ଧ୍ୟାତ୍ୱ, ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କ ଉପରେ ପକାଉଛି ଖରାପ ପ୍ରଭାବ   -ଡା. ରଶ୍ମୀନ ସାହୁ

କଟକ/ଭୁବନେଶ୍ୱର- ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ୧୫% ବିବାହିତ ଦମ୍ପତି ବନ୍ଧ୍ୟାତ୍ୱର ସମ୍ମୁଖୀନ ହେଉଛନ୍ତି । ଏହି ଦମ୍ପତିମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ମେଲ୍ ଫ୍ୟାକ୍ଟର ବା ପୁରୁଷ କାରକ ବନ୍ଧ୍ୟାତ୍ୱ କାରଣରୁ ଏହି ସ୍ଥିତି ସାମ୍ନା କରୁଛନ୍ତି । ଆଜିର ଡିଜିଟାଲ ଯୁଗରେ ଯେତେବେଳେ ଲାପ୍ଟପ ଓ ମୋବାଇଲ ଡିଭାଇସଗୁଡିକ ଅତ୍ୟାବଶ୍ୟକ ସାଥୀରେ ପରିଣତ ହୋଇଛନ୍ତି, ସେତେବେଳେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ … Continue reading ପୁରୁଷଙ୍କ ବନ୍ଧ୍ୟାତ୍ୱ, ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କ ଉପରେ ପକାଉଛି ଖରାପ ପ୍ରଭାବ   -ଡା. ରଶ୍ମୀନ ସାହୁ