ନାଗରିକତା ସଂଶୋଧନ ଆଇନ ନେଇ ଆମେରିକାର ମନ୍ତବ୍ୟ ଉପରେ ଭାରତର କଡ଼ା ପ୍ରତିକ୍ରିୟା

ଡେସ୍କ: ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ମନ୍ତବ୍ୟ ଉପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଭୁଲ୍ ଓ ଅଯଥା ବୋଲି ବର୍ଣ୍ଣନା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି। ସିଏଏକୁ କାର୍ଯ୍ୟକାରୀ କରିବା ନେଇ ଆମେରିକୀୟ ବୈଦେଶିକ ବିଭାଗର ବୟାନ ଏବଂ ଅନ୍ୟ କେତେକଙ୍କ ମନ୍ତବ୍ୟ ନେଇ ଏହାକୁ ଭୁଲ ସୂଚନା ଏବଂ ଅଯଥା ବୋଲି ମନ୍ତ୍ରାଳୟ କହିଛି। ବିଜେଡି … Continue reading ନାଗରିକତା ସଂଶୋଧନ ଆଇନ ନେଇ ଆମେରିକାର ମନ୍ତବ୍ୟ ଉପରେ ଭାରତର କଡ଼ା ପ୍ରତିକ୍ରିୟା