ଘରେ କଳା କନା ବୁଲାଇଲେ, ଇମିଟେସନ୍ ରଖି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍..
ଉଦଳା : ମୟୁରଭଞ୍ଜ ଉଦଳା ଥାନା ବୃନ୍ଦାଗଡି ଗାଁରେ ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଦୁର୍ବୃତ୍ତମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ବେଳେ ୪୫ ହଜାର ନଗଦ ଟଙ୍କା ମଧ୍ୟ ଲୁଟ୍ କରିଛନ୍ତି। ଗ୍ରାମର ସୁଦାମ କୁମାର ମାଝୀଙ୍କ ଘରୁ ଏହି ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରେ ପଶି ଗଡ୍ରେଜ୍ ଭାଙ୍ଗି କେବଳ ସୁନା ଜିନିଷ ନେଇ ନକଲି ସୁନା (ଇମିଟେସନ୍) ଅଳଙ୍କାର ରଖି ଦେଇଛନ୍ତି … Continue reading ଘରେ କଳା କନା ବୁଲାଇଲେ, ଇମିଟେସନ୍ ରଖି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍..
Copy and paste this URL into your WordPress site to embed
Copy and paste this code into your site to embed