ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ – ରାଷ୍ଟ୍ରପତି

ଡେସ୍କ: ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ୟୁପିଆଇ ଏବଂ ରୂପେ କାର୍ଡର ଶୁଭାରମ୍ଭ, ଜେନେରିକ ଔଷଧ ଯୋଗାଣ ଏବଂ ଅନେକ ଗୋଷ୍ଠୀ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଭଳି ସାମ୍ପ୍ରତିକ ପଦକ୍ଷେପ ଭାରତ-ମରିସସ ନିରନ୍ତର ବିକାଶ ଭାଗିଦାରୀର ଆଉ ଏକ ଉଦାହରଣ। ସେ କହିଛନ୍ତି, ୨୦୨୧ରେ ବ୍ୟାପକ … Continue reading ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ – ରାଷ୍ଟ୍ରପତି