ଅମ୍ବାନୀ ଆଦାନୀଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ବିଶ୍ୱ ଧନୀ ତାଲିକାରେ ପଛରେ ପଡିଲେ ଏଲନ ମସ୍କ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ। ଏହି ତିନିଜଣଙ୍କୁ ପଛରେ ପକାଇ ଫେସବୁକ୍‌‌ ର ସିଇଓ ମାର୍କ ଜୁକରବର୍ଗ ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ୨୦୨୦ ପରଠାରୁ ପ୍ରଥମ ଥର ସମ୍ପତି ଦୃଷ୍ଟିରୁ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସାଜିଛନ୍ତି ଜୁକରବର୍ଗ। ମେଟା ସେୟାର ଯୋଗୁ ଜୁକରବର୍ଗଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି। ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୧୮୭ ବିଲିୟନ ଡଲାର … Continue reading ଅମ୍ବାନୀ ଆଦାନୀଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ