ଛତିଶଗଡ଼ରେ ମାଓ ଆକ୍ରମଣ – ୩ ଯବାନ ସହିଦ, ୧୪ ଗୁରୁତର

ଡେସ୍କ: ଛତିଶଗଡ଼ରେ ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ୧୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ମାଓବାଦୀ ମାନେ ଯବାନ ମାନେ ରହୁଥିବା କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ସୁକୁମା- ବିଜାପୁର ସୀମାରେ ଥିବା ଏହି କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିବା କୁହାଯାଇଛି। ୯ ଲକ୍ଷ ପଦବୀ ଖାଲି, ବେକାର ବୁଲୁଛନ୍ତି ଯୁବଗୋଷ୍ଠୀ – ଯୁବ କଂଗ୍ରେସ … Continue reading ଛତିଶଗଡ଼ରେ ମାଓ ଆକ୍ରମଣ – ୩ ଯବାନ ସହିଦ, ୧୪ ଗୁରୁତର