ମହିମା ଆଶ୍ରମର ବିଭିନ୍ନ ସମସ୍ୟାର ସମାଧାନ ଦାବି

ସମ୍ବଲପୁର : ସ୍ଥାନୀୟ ଚାଉଁରପୁର ବଡସିଙ୍ଗାରି ସ୍ଥିତ ମହିମା ଆଶ୍ରମର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ମଙ୍ଗଳବାର ଆଶ୍ରମର ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହିମା ଆଶ୍ରମ ପକ୍ଷରୁ ଆଶ୍ରମରେ ଏକ ମଣ୍ଡପ ନିର୍ମାଣ, ଶୌଚାଳୟ ନିର୍ମାଣ, ବିଦ୍ୟୁତିକରଣ, ପାଚେରୀ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏଥି ସହ ପାନୀୟ ଜଳର ମଧ୍ୟ ଅସୁବିଧା ଥିବାରୁ ଆଶ୍ରମରେ … Continue reading ମହିମା ଆଶ୍ରମର ବିଭିନ୍ନ ସମସ୍ୟାର ସମାଧାନ ଦାବି