ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ହେବ ମାଣ୍ଡିଆ ଚାଷ
ସମ୍ବଲପୁର : ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ପାରମ୍ପରିକ ଧାନ ଚାଷ ସମେତ ଅଣ ପାରମ୍ପରିକ ଚାଷ ଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ବିଗତ କିଛି ବର୍ଷ ହେବ ଅଣ ପାରମ୍ପରିକ ଚାଷ ଗୁଡିକ ମଧ୍ୟରେ ମାଣ୍ଡିଆ ଚାଷ ଅନ୍ୟ ଚାଷ ଗୁଡିକ ଅପେକ୍ଷା ଆଗରେ ରହିଛି। ଏହି କ୍ରମରେ ପଶ୍ଚିମ ଓଡିଶାର ପ୍ରମୁଖ ଜିଲା ସମ୍ବଲପୁର ଠାରେ ମାଣ୍ଡିଆ ଚାଷକୁ ବେଶ ଗୁରୁତ୍ୱ ଦିଆଯାଉଛି। ଚଳିତ … Continue reading ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ହେବ ମାଣ୍ଡିଆ ଚାଷ
Copy and paste this URL into your WordPress site to embed
Copy and paste this code into your site to embed