ଅଣଦେଖା କରିବାରୁ ମହିଳାଙ୍କୁ ୫୦ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ

ଡେସ୍କ: ଉତ୍ତର ପଶ୍ଚିମ ଦିଲ୍ଲୀର ଶକୁର ବସ୍ତିରେ ମହିଳାଙ୍କୁ ଛୁରାମାଡ଼ ହେବାର ୪ ଦିନ ପରେ ପୁଲିସ ୨୧ ବର୍ଷୀୟ ଯୁବକକୁ ଗିରଫ କରିଛି। ପୁରୁଷ ଜଣକ କହିଛନ୍ତି ଯେ ପୂର୍ବରୁ ସେହି ମହିଳାଙ୍କ ସହ ତାଙ୍କର ବନ୍ଧୁତା ଥିଲା, କିନ୍ତୁ ପରେ ସେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଶେଷ ଥର ପାଇଁ ଦେଖା କରିବା ବାହାନା କରି ସେ ତାଙ୍କୁ ଏକ ନିଛାଟିଆ ଅଞ୍ଚଳକୁ ଡାକି ପ୍ରାୟ ୫୦ ଥର ଛୁରୀ ଭୁସି … Continue reading ଅଣଦେଖା କରିବାରୁ ମହିଳାଙ୍କୁ ୫୦ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ