ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ, ୨୦୦ ଆସନରେ ଜିତି ଦେଖାଅ

ସମାଜ: ଏପ୍ରିଲ ୧୯ରୁ ଲୋକସଭାର ୫୪୩ ଆସନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ତୃତୀୟ ଥର କ୍ଷମତା ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଚଳିତ ନିର୍ବାଚନରେ ୪୦୦ରୁ ଅଧିକ ଆସନ ହାତେଇବ ବୋଲି ଜୋରସୋର ପ୍ରଚାର ଚଳାଇଛି। ବିଜେପିର ଏଭଳି ଦାବିକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି। ରବିବାର କ୍ରିଷ୍ଣନଗରରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ମମତା … Continue reading ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ, ୨୦୦ ଆସନରେ ଜିତି ଦେଖାଅ