ମାଳଦ୍ୱୀପରେ ଆରମ୍ଭ ହେବ ଭାରତର ‘ରୁପେ’ ସେବା

ଡେସ୍କ: ମାଳଦ୍ୱୀପ ଭାରତର ରୁପେ ସେବା ଆରମ୍ଭ କରିବାକୁ ଯାଉଛି। ମାଳଦ୍ୱୀପର ରୁଫିୟାକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହାର ଆରମ୍ଭ ହେବା ନେଇ ସମୟ ସୀମା ଘୋଷଣା କରାଯାଇନାହିଁ। ମାଳଦ୍ୱୀପର ଅର୍ଥନୈତିକ ବିକାଶ ଏବଂ ବାଣିଜ୍ୟ ମନ୍ତ୍ରୀ ମହମ୍ମଦ ସୟିଦଙ୍କ ବୟାନ ଦେଇ ଉଭୟ ଭାରତ ଓ ଚୀନ କିପରି ସ୍ଥାନୀୟ ମୁଦ୍ରା ବ୍ୟବହାର କରି ଦ୍ୱିପାକ୍ଷିକ ବାଣିଜ୍ୟ କରିବାକୁ ରାଜି ହୋଇଛନ୍ତି ତାହା ଉପରେ ଆଲୋକପାତ କରିଛନ୍ତି। ଆମେରିକୀୟ ଡଲାର … Continue reading ମାଳଦ୍ୱୀପରେ ଆରମ୍ଭ ହେବ ଭାରତର ‘ରୁପେ’ ସେବା