ଧୋକା ଦେଲା ଚୀନ୍‌, ବୁଦ୍ଧି ଶିଖିଲା ମାଳଦ୍ଵୀପ

ସମାଜ ଡିଜିଟାଲ ଡେସ୍କ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଚୀନ୍‌ଠାରୁ ବଡ଼ ଝଟ୍‌କା ଲାଗିଛି। ନିଜକୁ ବନ୍ଧୁ ବୋଲି କହୁଥିବା ଚୀନ୍ ସ୍ପଷ୍ଟ କରିଛି ଯେ, ମାଳଦ୍ୱୀପର ଋଣ ଛାଡ଼ କରିବା ନେଇ ତା’ର କୌଣସି ଯୋଜନା ନାହିଁ। ଋଣ ଛାଡ଼ ପାଇଁ ଚୀନ୍‌କୁ ନିବେଦନ କରିଥିବାବେଳେ ମାଳଦ୍ଵୀପ ସହ କିଛି ଏମିତି କରିଛି ଡ୍ରାଗନ୍। ମାଳଦ୍ଵୀପ ଗଣମାଧ୍ୟମ ଅଧାଧୁ ଚୀନ୍‌ ଋଣ ବିଷୟରେ ସୂଚନା ଦେଇଛି। ମାଳଦ୍ଵୀପସ୍ଥିତ ଚୀନ ଦୂତାବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରଦୂତ … Continue reading ଧୋକା ଦେଲା ଚୀନ୍‌, ବୁଦ୍ଧି ଶିଖିଲା ମାଳଦ୍ଵୀପ