ମହାଶିବରାତ୍ରୀରେ କଣ କରିବେ ଓ କଣ କରିବେ ନାହିଁ; ଧ୍ୟାନ ଦିଅନ୍ତୁ

ସମାଜ ଡିଜିଟାଲ ଡେସ୍କ: ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଆରାଧନା କରିବାର ଦିନ। ଏହି ଦିନ ଭୋଳାବାବାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଜାଗର ଦୀପ ଜାଳି ମନସ୍କାମନା ପୂରଣ କରିବାକୁ ପ୍ରାର୍ଥନା କରିଥାନ୍ତି ଶ୍ରଦ୍ଧାଳୁ। ତେବେ ଏହି ଦିନ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେନାହିଁ ସେଥିପ୍ରତିୀ ଧ୍ୟାନ ଦେବା ଜରୁରୀ। କଣ କରିବେ ୧ ପ୍ରଭାତରେ ଶୀଘ୍ର ଉଠି ସ୍ନାନ କରି ସ୍ୱଚ୍ଛ ପୋଷାକ ପରିଧାନ କରିବେ ୨ ଶିବ ମନ୍ଦିର ଯାଇ … Continue reading ମହାଶିବରାତ୍ରୀରେ କଣ କରିବେ ଓ କଣ କରିବେ ନାହିଁ; ଧ୍ୟାନ ଦିଅନ୍ତୁ