ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର

କୁଆଁପାଳ: କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ଶହେ ଟଙ୍କା ପାଇଁ ନିଜ ଜନ୍ମ କଲା ପୁଅକୁ କଟୁରିରେ ହାଣି ରକ୍ତାକ୍ତ କରିଛି ବାପା। ପାରିବାରିକ କଳହ ପାଇଁ ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୁଅର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ବାପା … Continue reading ବାପାର କଟୁରୀ ଚୋଟରେ ପୁଅ ଓ ମା ଗୁରୁତର