ଖୁବ୍‌ ଖାସ୍‌ ଚଳିତ ବର୍ଷର ମହାନବମୀ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ହଠାତ୍‌ ହେବେ ଧନୀ, ଦୂର ହେବ ଚିନ୍ତା, ଚମକିବ ଭାଗ୍ୟ..

ଚଳିତ ବର୍ଷ ଶାରଦୀୟ ନବରାତ୍ରର ମହାନବମୀ ୧ ଅକ୍ଟୋବର ୨୦୨୫ ବୁଧବାର ପାଳନ କରାଯିବ। ଏହା ନବରାତ୍ରର ଶେଷ ଦିନ। ଏହି ଦିନ କନ୍ୟା ପୂଜା ସହ ନବରାତ୍ରର ପାଠ କରାଯାଏ। ମା’ ଦୁର୍ଗା ଏହି ଦିନ ନିଜର ନବମ ସ୍ୱରୂପ ମା’ସିଦ୍ଧିଦାତ୍ରୀଙ୍କର ପୂଜା ହୋଇଥାଏ । ମା’ଙ୍କ କୃପାରୁ ଏହି ଦିନ ସଭିଁଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ମହାନବମୀ ଖୁବ୍‌ ଖାସ୍‌ । କାରଣ … Continue reading ଖୁବ୍‌ ଖାସ୍‌ ଚଳିତ ବର୍ଷର ମହାନବମୀ: ଏହି ରାଶିଙ୍କୁ ମିଳିବ ବଡ ଖୁସି, ହଠାତ୍‌ ହେବେ ଧନୀ, ଦୂର ହେବ ଚିନ୍ତା, ଚମକିବ ଭାଗ୍ୟ..