ଅହମ୍ମଦାବାଦ ବିମାନ ଦୁର୍ଘଟଣା ; ‘ତୁମେ ଚାଲ, ମୁଁ ଆସୁଛି’ ଏହା ଥିଲା ଡାକ୍ତରୀ ଛାତ୍ରଙ୍କ ଶେଷ ଶବ୍ଦ..

ନୂଆଦିଲ୍ଲୀ : ଗୁଜରାଟର ଅହମଦାବାଦରେ ଗତ ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣା ପରେ ଅନେକ ପରିବାର ଛାରଖାର ହୋଇଯାଇଛି । ଅନେକ ମୂଲ୍ୟବାନ୍‌ ଜୀବନ ଚାଲି ଯାଇଛି। ବିମାନଟି ଡାକ୍ତରୀ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ୍‌ରେ ମାଡ ହୋଇଥିବାରୁ ହଷ୍ଟେଲରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଡାକ୍ତରୀ ଛାତ୍ର ଆର୍ଯ୍ୟନ୍‌ ରାଜପୁତଙ୍କ ଜୀବନ ଚାଲି ଯାଇଛି । ଆର୍ଯ୍ୟନ୍‌ ମଧ୍ୟାହ୍ନ ଭୋଜନ ପରେ ହାତ ଧୋଇବା ସମୟରେ ଏହି ଅଘଟଣ ଘଟିଥିଲା। ସୌଭାଗ୍ୟବଶତଃ ଏହି … Continue reading ଅହମ୍ମଦାବାଦ ବିମାନ ଦୁର୍ଘଟଣା ; ‘ତୁମେ ଚାଲ, ମୁଁ ଆସୁଛି’ ଏହା ଥିଲା ଡାକ୍ତରୀ ଛାତ୍ରଙ୍କ ଶେଷ ଶବ୍ଦ..