ଏହି ୩ଟି ସ୍ଥାନରେ କଳାଜାଇ ଥିଲେ ଖୁବ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ..

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର କେତେକ ସ୍ଥାନରେ ଥିବା କଳାଜାଇର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଶରୀରରେ ଏଭଳି କିଛି କଳାଜାଇ ରହିଛି, ଯାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ବିଶେଷଙ୍କ ହାତ ପାପୁଲିରେ କଳା ଜାଇର ଅର୍ଥ ତାଙ୍କୁ ହଠାତ୍ ଧନ ମିଳିବ। ଭବିଷ୍ୟତରେ ସେ ନିଶ୍ଚୟ ଧନୀ ହେବେ। ପାପୁଲି ମୁଠା କରିବା ସମୟରେ ଯଦି କଳାଜାଇ ଲୁଚି ଯାଏ, ତେବେ ଏଭଳି ବ୍ୟକ୍ତି ବିଶେଷ … Continue reading ଏହି ୩ଟି ସ୍ଥାନରେ କଳାଜାଇ ଥିଲେ ଖୁବ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ..