ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ହଇଚଇ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଜଣେ ଆକାଉଣ୍ଟାଣ୍ଟ। ତାଙ୍କ ନାମ ନିତିନ ଓ ମୃତ ମହିଳାଙ୍କ ନାମ ଆୟୁଷୀ ବୋଲି ଜଣାପଡିଛି। ନିତିନ ଏଭଳି ଭାବେ ତାଙ୍କ ପତ୍ନୀଙ୍କ ହତ୍ୟା କରିଛନ୍ତି ଯେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ୍ ହୋଇପଡିଛି। ଘରର କକ୍ଷରେ ରକ୍ତ ଓ କାନ୍ଥରେ ରକ୍ତଛିଟା … Continue reading ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..