ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ
ଭୁବନେଶ୍ବର : ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ । ବାଲେଶ୍ବର ଜିଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି ଘଟଣାରେ ଶିଶୁ ପୁତ୍ର ମିଳିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୁଲିସ । ଗତକାଲି ହସ୍ପିଟାଲରୁ ଶିଶୁ ପୁତ୍ର ଗାଏବ ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଶିଶୁ ଚୋରି ହେବା ନେଇ ତା ପିତା-ମାତା ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ଶିଶୁର ପିତା-ମାତା ବାଲିଆପାଳ ଆଠବାଟିଆର ଅଧିବାସୀ । … Continue reading ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ
Copy and paste this URL into your WordPress site to embed
Copy and paste this code into your site to embed