ବିଘ୍ନହର୍ତ୍ତା : ବକ୍ରତୁଣ୍ଡଂ ମହାକାୟ..

ବକ୍ରତୁଣ୍ଡଂ ମହାକାୟ ସୂର୍ୟ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ୟ୍ୟେଷୁ ସର୍ବଦା ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା କରାଯାଇଥାଏ। ଘରେ ଏବଂ ବ୍ୟବସାୟ ସ୍ଥଳରେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ।। ଶାସ୍ତ୍ରରେ ବର୍ଣ୍ଣିତ ଥିବା ପ୍ରଭୁ ଗଣେଶଙ୍କର ୩୨ଟି ମଙ୍ଗଳକାରୀ ସ୍ୱରୂପ ରହିଛି। ଯାହାର ବହୁ ମହିମା … Continue reading ବିଘ୍ନହର୍ତ୍ତା : ବକ୍ରତୁଣ୍ଡଂ ମହାକାୟ..