ପୁଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ, ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି

ଆଠଗଡ : ଆଠଗଡ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି କରିଥିବା ଦେଖାଯାଇଛି । ରବିବାର ବିଳମ୍ବିତ ରାତିରେ ଠିକ୍ ଥାନା ସମ୍ମୁଖରେ ଥିବା ବହୁ ପୁରାତନ ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତିଙ୍କ ମନ୍ଦିରର ଚାରୋଟି ତାଲା ଭାଙ୍ଗି ଚୋରମାନେ ମା’ଙ୍କର କିଛି ସୁନାରୂପା ଅଳଙ୍କାର ସମେତ ନଗଦ ପ୍ରାୟ ୫-୬ ହଜାର ଟଙ୍କା ଲୁଟ କରିବାର ୨୪ ଘଣ୍ଟା ମଧ୍ୟରେ ବୀରକିଶୋରପୁର ମୈତ୍ରୀନଗରସ୍ଥିତ ବାହାଣ୍ଟା ବନଦୁର୍ଗା ମନ୍ଦିରରୁ ଏକାଧିକ ତାଲା … Continue reading ପୁଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ, ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି