ଚାଲିଛି ମତଦାନ: ମଣିପୁରରେ ଗୁଳି ଫୁଟି ୩ ଆହତ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୩୪% ମତଦାନ

ନୂଆଦିଲ୍ଲୀ : ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ଆସନ ଅନୁସାରେ ଏହା ସବୁଠାରୁ ବଡ ପର୍ଯ୍ୟାୟ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ମତଦାନ ସାବ୍ୟସ୍ତ କରିବା ପାଇଁ ଅପିଲ୍ କରିଛନ୍ତି । ମୋଦୀ ହିନ୍ଦୀ, ତାମିଲ, ମରାଠୀ ସମେତ ୫ଟି ଭାଷାରେ ଟ୍ବିଟ୍ କରିଛନ୍ତି । ସକାଳ ୧୧ଟା … Continue reading ଚାଲିଛି ମତଦାନ: ମଣିପୁରରେ ଗୁଳି ଫୁଟି ୩ ଆହତ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୩୪% ମତଦାନ