ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ଜିପ୍‌ରୁ ଡେଇଁଲା ସିଂହ, ତା’ପରେ..

ନୂଆଦିଲ୍ଲୀ : ଜଙ୍ଗଲର ରାଜା ସିଂହର ଶିକାର କରିବା ଶୈଳୀ, ଜଙ୍ଗଲରେ ବୁଲିବା ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥାଏ । ମାତ୍ର ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ସିଂହର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ ସିଂହ ଏକ ଜିପ୍‌ରେ ଯାଉଛି । ଜିପ୍‌ରୁ ହଠାତ୍‌ ସିଂହଟି ତଳକୁ ଡେଇଁବାକୁ ଚେଷ୍ଟା କରୁଛି । ସେହି ସମୟରେ ରାସ୍ତାରେ ଅନେକ ଲୋକେ ଥିବା ମଧ୍ୟ … Continue reading ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ଜିପ୍‌ରୁ ଡେଇଁଲା ସିଂହ, ତା’ପରେ..