ଶିକାରକୁ ଖାଉଥିଲା, ଭିଡିଓ ପାଇଁ ସିଂହ ପାଖକୁ ଯାଉଥିଲେ ଯୁବକ, ତା’ପରେ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କୁ ହଇରାଣ କରିବା କିମ୍ବା ସେମାନଙ୍କ ନିକଟତର ନହେବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି । ଅନେକ ସମୟରେ ଦେଖାଯାଏ, କିଛି ବ୍ୟକ୍ତି ବିଶେଷ ଭିଡିଓ ଓ ଫଟୋ ନିଶାରେ ଜୀବଜନ୍ତୁଙ୍କ ନିକଟତର ହେବା ସହ ନିଜ ଜୀବନକୁ ବିପଦରେ ପକାଇ ଥା’ନ୍ତି । ତେବେ ଚିନ୍ତା କରନ୍ତୁ କେହି ଭୋଜନ କରିବା ସମୟରେ ହଇରାଣ କଲେ କିଭଳି ଅନୁଭବ ହୋଇଥାଏ । शेर मजे से अपना शिकार खा रहा है तभी … Continue reading ଶିକାରକୁ ଖାଉଥିଲା, ଭିଡିଓ ପାଇଁ ସିଂହ ପାଖକୁ ଯାଉଥିଲେ ଯୁବକ, ତା’ପରେ..