ସେବାୟତ ଖସି ପଡିବା ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ- ପିସିସି ସଭାପତି

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ସେବାୟତ ମନ୍ଦିରକୁ ମହାଦୀପ ନେଇ ଖସି ପଡିବା ଘଟଣାରେ ସେବାୟତ ଯୋଗେନ୍ଦ୍ର ସମର୍ଥା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆହତ ସେବାୟତଙ୍କୁ ଭେଟିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଭେଟିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏହି ଅଘଟଣ ପାଇଁ ସେ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।ସତର୍କତା ମୂଳକ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି । ଆହତ ସେବାୟତଙ୍କୁ କ୍ଷତିପୂରଣ ଦିଆଯାଉ। ସରକାର ତାଙ୍କର … Continue reading ସେବାୟତ ଖସି ପଡିବା ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ- ପିସିସି ସଭାପତି