ରିଲ୍ସ ନିଶାରେ ଝିଅଟି କଲା ଏମିତି କାମ, ଯନ୍ତ୍ରଣାରେ ହେଲା ଛଟପଟ: ଭିଡିଓ ଭାଇରାଲ
ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣମାଧ୍ୟମରେ ହିଟ୍ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। କେତେବେଳେ କିଏ ଭଳିକି ଭଳି ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ଟିପ୍ସ ଦେଉଛନ୍ତି ତ ଆଉ କିଏ ଅଜବ କାର୍ଯ୍ୟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ଯେଉଁଥିରେ ଭିଡିଓ କରୁଥିବା ଝିଅଟି କ୍ୟାମେରାରେ ଏମିତି କିଛି କରୁଛି, … Continue reading ରିଲ୍ସ ନିଶାରେ ଝିଅଟି କଲା ଏମିତି କାମ, ଯନ୍ତ୍ରଣାରେ ହେଲା ଛଟପଟ: ଭିଡିଓ ଭାଇରାଲ
Copy and paste this URL into your WordPress site to embed
Copy and paste this code into your site to embed