୭ ହଜାର ଟଙ୍କାରୁ କମ୍‌ ଦାମ୍‌ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍‌ ; ଫିଚର ବି ଜବରଦସ୍ତ

ନୂଆଦିଲ୍ଲୀ : ଦେଶୀ ବ୍ରାଣ୍ଡ୍‌ ଲାଭା ଆଣିଛି ଆଉ ଏକ ଶସ୍ତା ଓ ୫ଜି ଫୋନ୍‌ । ଲାଭାର ଏହି ଫୋନ୍‌ ଦେଖିବାକୁ ଆଇଫୋନ୍‌ ୧୬ ପ୍ରୋ ଭଳି । ଏହି ଫୋନ୍‌କୁ କମ୍ପାନୀ ୭୦୦୦ ହଜାରରୁ ମଧ୍ୟ କମ୍‌ ଦାମ୍‌ରେ ଲଞ୍ଚ କରିଛି । ଲାଭା ବୋଲ୍ଡ ଆଣ୍ଡ୍‌ ସିରିଜ୍‌ର ଏହି ପ୍ରଥମ ୫ଜି ଫୋନ୍‌ରେ ୫୦୦୦ ଏମଏଏଚ ଦମ୍‌ଦାର୍‌ ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ମଧ୍ୟ ରହିଛି । ଏହାସହ କମ୍ପାନୀ ଫୋନ୍‌ … Continue reading ୭ ହଜାର ଟଙ୍କାରୁ କମ୍‌ ଦାମ୍‌ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍‌ ; ଫିଚର ବି ଜବରଦସ୍ତ